Door43-Catalog_or_tn/ACT/12/07.md

2.1 KiB

ଆଉ ଦେଖ

ଏହି ଶବ୍ଦ “ଆଉ ଦେଖ” ଏଠାରେ ଏହା ପରେ ଆସୁଥିବା ଏକ ଅପ୍ରତ୍ୟାଶିତ ଘଟଣାକୁ ଧ୍ୟାନ ଦେବା ନିମନ୍ତେ ଆମ୍ଭମାନଙ୍କୁ ସତର୍କ କରେ|

ତାହାଙ୍କ ଦ୍ୱାରା

“ପିତରଙ୍କ ପରେ” କିମ୍ବା “ପିତରଙ୍କ ପାର୍ଶ୍ୱରେ”

କୋଠରୀଟି

“କାରାଗାରର କୋଠରୀଟି”

ସେ ପିତରଙ୍କୁ ଆଘାତ କରି

“ସେହି ଦୂତ ପିତରଙ୍କୁ ଆଘାତ କରି” କିମ୍ବା “ସେହି ଦୂତ ପିତରଙ୍କୁ ଧିରେ ଆଘାତ କରି”

ତାହାଙ୍କୁ ଜଗାଇ

“ପିତରଙ୍କୁ ଜଗାଇ”

ତାହାଙ୍କ ହାଥରୁ ଜଞ୍ଜିର ଖସିପଡିଲା

ଦୂତଙ୍କ କାରଣରୁ ପିତରଙ୍କ ହାଥରୁ ଜଞ୍ଜିର ଖସିପଡିଲା ତାହା ଛୁଇଁବା ବିନା| ଏହିପରି ଅନୁବାଦ କରାଯାଇପାରେ, “ପିତରଙ୍କ ଜଞ୍ଜିର ତାହାଙ୍କ ହାଥରୁ ଖସିପଡିଲା” କିମ୍ବା “ପିତରଙ୍କ ହାଥରୁ ଜଞ୍ଜିର ଖସିପଡିଲା”|

ତାହାଙ୍କୁ କହିଲେ

“ପିତରଙ୍କୁ କହିଲେ”

ପିତର ସେହିପରି କଲେ

“ପିତର ତାହା କଲେ ଯାହା ଦୂତ ତାହାଙ୍କୁ କରିବାକୁ କହିଲେ” କିମ୍ବା “ପିତର ଆଜ୍ଞା ପାଳନ କଲେ”

ଦୂତ ତାହାଙ୍କୁ କହିଲେ

“ଦୂତ ପିତରଙ୍କୁ କହିଲେ”

ମୋହର ପଛେ ପଛେ ଆସ

ଏହି କ୍ରିୟା ଏଠାରେ ବର୍ଣ୍ଣନା କଲେ ଅର୍ଥାତ୍ ଯେବେ ଦୂତ ଓ ପିତର ଚାଲିଲେ ପିତର ଆପଣା ଧ୍ୟାନ ଦୂତଙ୍କ ଠାରେ ଦେଲେ|