Door43-Catalog_or_tn/ACT/12/01.md

2.0 KiB

ବର୍ତ୍ତମାନ

ଏହା ବିବରଣୀରେ ଏକ ନୂତନ ଅଂଶର ଆରମ୍ଭ କରେ

ପ୍ରାୟ ସେହି ସମୟରେ

ଯେଉଁ ସମୟରେ ଆନ୍ତିୟଖିୟସ୍ଥ ଶିଷ୍ୟମାନେ ଯିହୁଦାସ୍ଥ ଭାଇମାନଙ୍କୁ ସାହଯ୍ୟ କରିବା ନିମନ୍ତେ ଟଙ୍କା ପଠାଇଲେ|

ହସ୍ତକ୍ଷେପ କଲେ

ଏହା ଏକ ବକ୍ତବ୍ୟ ଅଟେ ଏହା ନିମନ୍ତେ “ବନ୍ଦୀ କରିବା ନିମନ୍ତେ ସୈନ୍ୟମାନଙ୍କୁ ପଠାଇଲେ” କିମ୍ବା “ହଠାତ୍ ଧରି ବନ୍ଦୀଗୃହରେ ରଖିବା ନିମନ୍ତେ ସୈନ୍ୟମାନଙ୍କୁ ପଠାଇଲେ”| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ମଣ୍ଡଳୀର କେତେକ ଜଣକୁ

ଏହି ବାକ୍ୟାଂଶରୁ ଏହା ସ୍ପଷ୍ଟ ଅଟେ ଯେ ସେମାନେ ମଣ୍ଡଳୀର ନେତାମାନେ ଥିଲେ| ଏହା ଏହିପରି ଅନୁବାଦ କରାଯାଇପାରେ “ମଣ୍ଡଳୀର ନେତାମାନେ” କିମ୍ବା “ବିଶ୍ୱାସୀମାନଙ୍କ ଦଳର ନେତାମାନେ”| (ଦେଖନ୍ତୁ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ସେମାନଙ୍କୁ ଉପଦ୍ରବ କରିବା ନିମନ୍ତେ

“ବିଶ୍ୱାସୀମାନଙ୍କୁ କ୍ଲେଶ ଦେବା ନିମନ୍ତେ”

ସେ ବଧ କଲେ

“ହେରୋଦ ରାଜା ବଧ କଲେ” କିମ୍ବା “ହେରୋଦ ରାଜା ବଧ କରିବା ନିମନ୍ତେ ଆଦେଶ ଦେଲେ”

ସେ ଯାକୁବଙ୍କୁ ବଧ କଲେ...ଖଡ୍‌ଗରେ

ଯାକୁବ କି ପ୍ରକାରେ ବଧ ହେଲେ ତାହା ଉଲ୍ଲେଖ କରାଯାଇଛି|