Door43-Catalog_or_tn/ACT/11/29.md

1.0 KiB

ପ୍ରତ୍ୟେକ ଜଣ ଆପଣା ଆପଣା ଶକ୍ତି ଅନୁସାରେ

ଧନୀ ବ୍ୟକ୍ତି ଅଧିକ ପଠାଉଥିଲେ; ଗରୀବ ବ୍ୟକ୍ତି ଅଳ୍ପ ପଠାଉଥିଲେ|

ସେମାନେ ଏହିପରି କଲେ; ସେମାନେ ଟଙ୍କା ପଠାଉଥିଲେ

“ଆନ୍ତିୟଖିୟସ୍ଥ ବିଶ୍ୱାସୀମାନେ ଟଙ୍କା ଦାନ ଦେଇ ସେମାନେ ଟଙ୍କା ପଠାଇଲେ...”

ବର୍ଣ୍ଣବ୍‌ବା ଓ ଶାଉଲଙ୍କ ହସ୍ତରେ ପଠାଇଦେଲେ

ଏହା ଏକ ବକ୍ତବ୍ୟ ଅଟେ ଏହା ନିମନ୍ତେ “ବର୍ଣ୍ଣବ୍‌ବା ଓ ଶାଉଲ ବ୍ୟକ୍ତିଗତ ଭାବରେ ଯିରୁଶାଲମସ୍ଥ ମଣ୍ଡଳୀ ପ୍ରାଚୀନମାନଙ୍କ ନିକଟରେ ଟଙ୍କା ଆଣିଲେ” (ଦେଖନ୍ତୁ ଲାକ୍ଷଣିକ ଶବ୍ଦ)