Door43-Catalog_or_tn/ACT/11/27.md

1.4 KiB

ସେହି ସମୟରେ

ଏହା ବିବରଣୀର ନୂତନ ଅଂଶର ପରିଚୟ କରାଏ (ଦେଖନ୍ତୁ: ଲେଖିବା ଶୈଳୀ ପୃଷ୍ଠଭୂମି ସୂଚନା)

ଯିରୁଶାଲମରୁ ଆନ୍ତିୟଖିୟକୁ ଆସିଲେ

ଯିରୁଶାଲମରୁ ଆନ୍ତିୟଖିୟକୁ ହେଲା ସମୁଦ୍ର ପତନ ଠାରୁ ଉଚ୍ଚତାର ପରିବର୍ତ୍ତନ ଅଟେ| ଏହା ଯିରୁଶାଲମର ଏକ କଳ୍ପନା ମଧ୍ୟ ଅଟେ ବିଶେଷ ଭାବରେ ମନ୍ଦିର ଏହାର ଗୁରୁତ୍ୱର ଉଚ୍ଚତା ଅଟେ| ପତନ ଠାରୁ ଉଚ୍ଚତାକୁ ଧ୍ୟାନ ନ ଦେଇ, ଲୋକମାନେ ସର୍ବଦା ଯିରୁଶାଲମ ପର୍ଯ୍ୟନ୍ତ ଓ ମନ୍ଦିର ପର୍ଯ୍ୟନ୍ତ ଉପରକୁ ଯାଉଥିଲେ ଓ ଫେରିଲା ବେଳକୁ ତଳକୁ ଆସୁଥିଲେ|

ଏକ ମହା ଦୁର୍ଭିକ୍ଷ ପଡ଼ିବ

“ଖାଦ୍ୟର ଏକ ମହା ଅଭାବ ହେବ”

ସମୁଦାୟ ପୃଥିବୀରେ

ଏହା ସାଧାରଣତଃ ସମୁଦାୟ ରୋମ୍ ସାମ୍ରାଜ୍ୟକୁ ଦର୍ଶାଏ| (ଦେଖନ୍ତୁ: ଅତ୍ୟୁକ୍ତି)