Door43-Catalog_or_tn/ACT/11/25.md

1.1 KiB

ତାର୍ଷକୁ ବାହାରିଗଲେ

“ତାର୍ଷ ନଗରକୁ ବାହାରିଗଲେ”

ଯେତେବେଳେ ସେ ତାଙ୍କୁ ପାଇଲେ, ସେ ତାଙ୍କୁ ଘେନି ଆସିଲେ

“ଯେତେବେଳେ ବର୍ଣ୍ଣବ୍‌ବା ଶାଉଲଙ୍କୁ ପାଇଲେ, ବର୍ଣ୍ଣବ୍‌ବା ଶାଉଲଙ୍କୁ ଘେନି ଆସିଲେ”

ସେମାନେ ଏକତ୍ର ରହିଲେ

“ବର୍ଣ୍ଣବ୍‌ବା ଓ ଶାଉଲ ଏକତ୍ର ରହିଲେ” କିମ୍ବା “ବର୍ଣ୍ଣବ୍‌ବା ଓ ଶାଉଲ ନିୟମିତ ସେମାନଙ୍କ ସହ ସାକ୍ଷାତ କରୁଥିଲେ”

ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିଆନ ବୋଲି ନାମିତ ହେଲେ

“ଆନ୍ତିୟଖିୟ ଲୋକମାନେ ଶିଷ୍ୟମାନଙ୍କୁ ଖ୍ରୀଷ୍ଟିଆନ ବୋଲି କହିଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)