Door43-Catalog_or_tn/ACT/11/22.md

2.3 KiB

ସେମାନଙ୍କ ବିଷୟକ ସମ୍ବାଦ

“ସେମାନଙ୍କ” ଅନ୍ତିୟଖିୟସ୍ଥ ନୂତନ ବିଶ୍ୱାସୀମାନେ ଅଟନ୍ତି|

ମଣ୍ଡଳୀର କର୍ଣ୍ଣଗୋଚର ହେଲା

ଏହା ଏକ ବକ୍ତବ୍ୟ ଅଟେ ଏହା ନିମନ୍ତେ “ଯିରୁଶାଲମର ବିଶ୍ୱାସୀମାନେ ସେମାନଙ୍କ ବିଷୟରେ ଶୁଣିଲେ”| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ସେମାନେ ପ୍ରେରଣ କଲେ

ଯିରୁଶାଲମସ୍ଥ ମଣ୍ଡଳୀର ବିଶ୍ୱାସୀମାନେ ପ୍ରେରଣ କଲେ

ଈଶ୍ୱରଙ୍କ ଦାନ ଦେଖିଲେ

“ଈଶ୍ୱରଙ୍କ ଅନୁଗ୍ରହ ଦେଖିଲେ” କିମ୍ବା “ଈଶ୍ୱର କିପରି ବିଶ୍ୱାସୀମାନଙ୍କ ପ୍ରତି ଦୟା ପ୍ରକାଶ କଲେ” (ୟୁଡିବୀ)

ସେ ସମସ୍ତଙ୍କୁ ଉତ୍ସାହ ଦେଲେ

“ସେ ସେମାନଙ୍କୁ ଉତ୍ସାହିତ କଲେ|”

ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି

“ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ହୋଇ ରୁହନ୍ତି”

ସେମାନଙ୍କ ହୃଦୟର ଏକାଗ୍ରତାରେ

“ପ୍ରଭୁଙ୍କ ପ୍ରତି ନିଷ୍ଠାବାନ ହେବାକୁ” କିମ୍ବା “ପ୍ରଭୁଙ୍କ ଠାରେ ସମ୍ପୂର୍ଣ୍ଣ ଭାବେ ଭରସା କରିବାକୁ” (ୟୁଡିବୀ)

ପବିତ୍ରଆତ୍ମାରେ ପରିପୂର୍ଣ୍ଣ ଥିଲେ

ପବିତ୍ରଆତ୍ମା ବର୍ଣ୍ଣବ୍‌ବାଙ୍କୁ ନିୟନ୍ତ୍ରଣ କଲେ ଯେତେବେଳେ ସେ ପବିତ୍ରଆତ୍ମାଙ୍କ ଆଜ୍ଞା ପାଳନ କଲେ|

ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ|

ଏହି ବକ୍ତବ୍ୟ ଏହା ନିମନ୍ତେ “ଅନେକ ଲୋକ ପ୍ରଭୁଙ୍କ ଠାରେ ବିଶ୍ୱାସ କଲେ”| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)