Door43-Catalog_or_tn/ACT/11/19.md

1.9 KiB

ଇତିମଧ୍ୟରେ, ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁ ବିଶ୍ୱାସୀମାନେ ଯିରୁଶାଲମରୁ ଛିନ୍ନଭିନ୍ନ ହୋଇଯାଇଥିଲେ

ଏହା ପ୍ରେରିତ ୮ ର ଏକ ସଂକ୍ଷିପ୍ତ ଟିପ୍ପଣୀ ଯାହା ପିତରଙ୍କ ପୂର୍ବ ବିବରଣୀ ଠାରୁ ଅଲଗା ଏକ ନୂତନ ଅଧ୍ୟାୟର ପରିଚୟ ଅଟେ|

ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁ ବିଶ୍ୱାସୀମାନେ ଯିରୁଶାଲମରୁ ଛିନ୍ନଭିନ୍ନ ହୋଇଯାଇଥିଲେ

“ଯିହୁଦୀ ନେତାମାନେ ସ୍ତିଫାନଙ୍କୁ ବଧ କଲା ପରେ ଅନେକ ବିଶ୍ୱାସୀମାନଙ୍କ କ୍ଲେଶ ଆରମ୍ଭ ହୋଇଥିଲା|ଏହି ବିଶ୍ୱାସୀମାନେ ଯିରୁଶାଲମ ପରିତ୍ୟାଗ କରି ଅନ୍ୟାନ୍ୟ ସ୍ଥାନମାନଙ୍କରେ ଚାଲିଗଲେ...”

ଯିହୁଦୀମାନଙ୍କ ବିନା ଆଉ କହାରି ନିକଟରେ

ସେମାନେ ଚିନ୍ତା କରୁଥିଲେ ଯେ ଈଶ୍ୱରଙ୍କ ବାକ୍ୟ କେବଳ ଯିହୁଦୀମାନଙ୍କ ନିମନ୍ତେ ଅଟେ, ବିଜାତିମାନଙ୍କ(ଗ୍ରୀକ୍) ନିମନ୍ତେ ନୁହେଁ|

ପ୍ରଭୁଙ୍କର ହସ୍ତ

ଏହା ଏକ ବକ୍ତବ୍ୟ ଅଟେ ଏହା ନିମନ୍ତେ “ଈଶ୍ୱର ଶକ୍ତିଶାଳୀ ଭାବରେ ସାମର୍ଥ୍ୟ ଦେଲେ”| (ୟୁଡିବୀ) (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)