Door43-Catalog_or_tn/ACT/11/17.md

1.7 KiB

(ପିତର ଆପଣା ବକ୍ତବ୍ୟ ପଦ ୧୭ରେ ସମାପ୍ତ କରନ୍ତି)

ଈଶ୍ୱର ସେମାନଙ୍କୁ ଦାନ କଲେ

“ସେମାନଙ୍କୁ” ବିବରଣୀର ଏହି ବାକ୍ୟାଂଶ କର୍ଣ୍ଣୀଲିୟ ଓ ତାହାଙ୍କ ସମ୍ପର୍କୀୟ ବିଜାତିମାନେ ଅଟନ୍ତି| ତଥାପି ଯିରୁଶାଲମସ୍ଥ ଯିହୁଦୀ ବିଶ୍ୱାସୀମାନଙ୍କ ନିକଟରେ ପିତର ଆପଣା ବର୍ଣ୍ଣନାରେ ସେମାନଙ୍କୁ ବିଜାତି ବୋଲି କହୁ ନାହାଁନ୍ତି|

ସମାନ ଦାନ ଦେଲେ

ପିତର ପବିତ୍ରଆତ୍ମାଙ୍କ ଦାନକୁ ଦର୍ଶାଉଛନ୍ତି|

ମୁଁ କିଏ ଯେ ଈଶ୍ୱରଙ୍କୁ ପ୍ରତିରୋଧ କରି ପାରିଥା'ନ୍ତି

ମୁଁ ଈଶ୍ୱରଙ୍କୁ ପ୍ରତିରୋଧ କରି ପାରି ନ ଥା'ନ୍ତି (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଯେତେବେଳେ ସେମାନେ ଏହିସବୁ କଥା ଶୁଣିଲେ

“ସେମାନେ”, ସୁନ୍ନତିପ୍ରାପ୍ତ ଦଳ ଯେଉଁମାନେ ପିତରଙ୍କୁ ଆଲୋଚନା କରୁଥିଲେ|

ଜୀବନପ୍ରାପ୍ତି ନିମନ୍ତେ ମନପରିବର୍ତ୍ତନ ଦାନ କରିଅଛନ୍ତି

“ଜୀବନରେ ଅଗ୍ରସର ହେବା ନିମନ୍ତେ ମନପରିବର୍ତ୍ତନ ଦାନ କରିଅଛନ୍ତି”