Door43-Catalog_or_tn/ACT/11/11.md

1.5 KiB

(ପିତର କହି ଆସୁଅଛନ୍ତି|)

ଦେଖନ୍ତୁ

“ଅତିଶିଘ୍ର” କିମ୍ବା “ସେହିକ୍ଷଣି” (ୟୁଡିବୀ)| ବଡ଼ ବିବରଣୀର ଏକ ଅନ୍ୟ ଘଟଣାକୁ ଆରମ୍ଭ କରିବା ନିମନ୍ତେ ଚିହ୍ନ ଅଟେ| ଆପଣମାନଙ୍କ ଏହିପରି କରିବାର ଶୈଳୀ ଥାଇପାରେ|

ଯେ ମୁଁ ସେମାନଙ୍କ ବିଷୟରେ କିଛି ପାର୍ଥକ୍ୟ ନ କରେ

“ଯେ ମୁଁ ସେମାନଙ୍କ ବିଷୟରେ କିଛି ପାର୍ଥକ୍ୟ ନ କରେ ସେମାନେ ବିଜାତି କି ଯିହୁଦୀ ଅଟନ୍ତି”

ସେମାନେ ପ୍ରେରିତ ହୋଇଥିଲେ

କେହିଜଣେ ସେମାନଙ୍କୁ ପ୍ରେରଣ କରିଥିଲେ| (ଦେଖନ୍ତୁ ପ୍ରତ୍ୟକ୍ଷ ବା ପରୋକ୍ଷ)

ଏହି ଛଅ ଜଣ ଭାଇ

“ଏହି ଛଅ ଜଣ ଯିହୁଦୀ ବିଶ୍ୱାସୀମାନେ”

ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଡକାଇ ଆଣ

“ପିତର ନାମରେ ନାମିତ ଶିମୋନଙ୍କୁ ଡକାଇ ଆଣ”

ତୁମ୍ଭେ ପରିତ୍ରାଣ ପାଇବ

“ଈଶ୍ୱର ତୁମ୍ଭକୁ ପରିତ୍ରାଣ ଦେବେ” (ଦେଖନ୍ତୁ ପ୍ରତ୍ୟକ୍ଷ ବା ପରୋକ୍ଷ)