Door43-Catalog_or_tn/ACT/11/07.md

1.8 KiB

(ପିତର କହି ଆସୁଅଛନ୍ତି)

ଅପବିତ୍ର କି ଅଶୁଚି ବସ୍ତୁ ମୋହର ମୁଖରେ କେବେହେଲେ ପ୍ରବେଶ କରି ନାହିଁ

ଏହା ମନେ ହୁଏ ଯେ, ସେହି ଚାଦରରେ ଥିବା ପଶୁଗୁଡ଼ିକ ସେହି ପଶୁଗୁଡ଼ିକ ଥିଲା ଯାହା ପୁରାତନ ନିୟମରେ ଯିହୁଦୀମାନଙ୍କ ବ୍ୟବସ୍ଥାରେ ଖାଇବାକୁ ନିଷେଧ କରାଯାଇଥିଲା|

କିଛି ଅପବିତ୍ର କି ଅଶୁଚି ବସ୍ତୁ ନାହିଁ

ଏହା ଦର୍ଶାଏ ଯେ “କିଛି ଅପବିତ୍ର କି ଅଶୁଚି ଖାଦ୍ୟ ନାହିଁ”| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ମୋହର ମୁଖରେ ପ୍ରବେଶ କରି

ଏହା ଦର୍ଶାଏ “ମୁଁ ଖାଇଅଛି”|(ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଈଶ୍ୱର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ

ଏହା ଦର୍ଶାଏ “ଯେଉଁ ପଶୁମାନଙ୍କୁ ଈଶ୍ୱର ଶୁଚି କରିଅଛନ୍ତି, ସେମାନଙ୍କୁ ଅଶୁଚି ବୋଲି ନ କୁହ”| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଅଶୁଚି

ପୁରାତନ ନିୟମରେ ଯିହୁଦୀ ବ୍ୟବସ୍ଥାରେ, ଏକ ବ୍ୟକ୍ତି ଆନୁଷ୍ଠାନିକ ଭାବରେ “ଅଶୁଚି” ହୁଏ ଅନେକ ପ୍ରକାରେ, ଯେପରି ନିଷେଧ କରାଯାଇଥିବା ପଶୁଗୁଡ଼ିକ ଖାଇବା ଦ୍ୱାରା|