Door43-Catalog_or_tn/ACT/11/01.md

1.8 KiB

ବର୍ତ୍ତମାନ ...

ଏହା ବିବରଣୀର ଏକ ନୂତନ ଅଂଶକୁ ଚିହ୍ନିତ କରେ|

ଯେଉଁମାନେ ଯିହୂଦାରେ ଥିଲେ

“ଯେଉଁମାନେ ଯିହୂଦା ପ୍ରଦେଶରେ ଥିଲେ”

ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି

ଏହା ଏକ ଭାବ ପ୍ରକାଶକ ଅଟେ ଯେ ବିଜାତିମାନେ ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିଶ୍ୱାସ କଲେ, ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ ଓ ସେମାନେ ବାପ୍ତିଜିତ ହେଲେ| (ଦେଖନ୍ତୁ ଲକ୍ଷଣିକ ଶବ୍ଦ)

ଯେତେବେଳେ ପିତର ଯିରୁଶାଲମକୁ ଆସିଲେ

ଯିରୁଶାଲମ ପାହାଡ଼ ଉପରେ ଅବସ୍ଥିତ ଅଟେ|

ସୁନ୍ନତି ଦଳ

ଏହି ଯିହୁଦୀମାନଙ୍କ ଦଳ ଯେଉଁମାନେ ଶିକ୍ଷା ଦେଉଥିଲେ ଯେ, ଖ୍ରୀଷ୍ଟଙ୍କ ଅନୁସରଣକାରୀ ସମସ୍ତେ ସୁନ୍ନତ ହୋଇ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ହେବ|

ତାଙ୍କୁ ବିବାଦ କଲେ

“ସେମାନେ ତାଙ୍କ ସହ ସେହି ବିଷୟରେ କଥାବାର୍ତ୍ତା କଲେ|”

ସେମାନଙ୍କ ସହ ଭୋଜନ କରିଅଛ

ସୁନ୍ନତି ଲୋକମାନଙ୍କର ଅସୁନ୍ନତି ଲୋକମାନଙ୍କ ସହ ଭୋଜନ କରିବା ଯିହୁଦୀ ରୀତିର ବିରୁଦ୍ଧ ଥିଲା|