Door43-Catalog_or_tn/ACT/10/46.md

2.3 KiB

ବିଜାତିମାନେ ଅନ୍ୟ ଭାଷାରେ କଥା କହି ଈଶ୍ୱରଙ୍କ ପ୍ରଶଂସା କରୁଥିଲେ

ଏଗୁଡ଼ିକ କଥାବାର୍ତ୍ତା କରୁଥିବା ଭାଷା ଯାହା ଲୋକମାନେ ଚିହ୍ନି ପାରିବେ ଓ ଯିହୁଦୀମାନେ ସ୍ୱୀକାର କରିବେ ଯେ ବିଜାତିମାନେ ବାସ୍ତବରେ ଈଶ୍ୱରଙ୍କ ପ୍ରଶଂସା କରୁଅଛନ୍ତି|

ଏହି ଲୋକମାନଙ୍କ ଠାରୁ କି କେହି ଜଳ ନିଷେଧ କରି ପାରେ...

ଏହା ଏକ ପ୍ରଭାବିତ ବକ୍ତବ୍ୟ ଅଟେ ଏହା ନିମନ୍ତେ “ଏହି ଲୋକମାନଙ୍କ ଠାରୁ କେହି ଜଳ ନିଷେଧ କରି ପାରିବ ନାହିଁ”| (ଦେଖନ୍ତୁ ପ୍ରଭାବିତ ପ୍ରଶ୍ନ)

ସେମାନେ ଯେପରି ବାପ୍ତିଜିତ ନ ହୁଅନ୍ତି

ପିତର ଏକ ନକାରାତ୍ମକ ବ୍ୟକ୍ତ କରୁଛନ୍ତି, ଯାହା ଲିଟୋଟସ୍ କୁହାଯାଏ, ପ୍ରଭାବିତ ପ୍ରଶ୍ନ ସହ ଗୁରୁତ୍ୱ ଦେବା ନିମନ୍ତେ ଯେ ଏହି ଲୋକମାନେ ବାପ୍ତିସ୍ମ ନେବା ନିମନ୍ତେ ଯୋଗ୍ୟ ଅଟନ୍ତି| (ଦେଖନ୍ତୁ: ଲିଟୋଟସ୍)

ସେ ସେମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ଆଦେଶ ଦେଲେ

“ପିତର ବିଜାତିମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ଆଦେଶ ଦେଲେ” (ପରୋକ୍ଷ) କିମ୍ବା “ପିତର ବିଜାତି ବିଶ୍ୱାସୀମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ଯିହୁଦୀ ଖ୍ରୀଷ୍ଟିଆନମାନଙ୍କୁ ଆଦେଶ ଦେଲେ” (ଦେଖନ୍ତୁ: ପ୍ରତ୍ୟେକ୍ଷ ବା ପରୋକ୍ଷ)

ପରେ ସେମାନେ ତାଙ୍କୁ ଅନୁରୋଧ କଲେ

“ବିଜାତିମାନେ ପିତରଙ୍କୁ ଅନୁରୋଧ କଲେ”