Door43-Catalog_or_tn/ACT/10/44.md

861 B

ଯେତେ ଲୋକ ବାକ୍ୟ ଶୁଣୁଥିଲେ ସେ ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ

“ସମସ୍ତଙ୍କ” ଗୃହରେ ଥିବା ସମସ୍ତ ଅଣ ଯିହୁଦୀମାନେ ଯେଉଁମାନେ ପିତରଙ୍କୁ ବିଶ୍ୱାସ କଲେ ସେମାନଙ୍କୁ ଦର୍ଶାଏ| ଅତ୍ୟୁକ୍ତି ଅପେକ୍ଷା ଆକ୍ଷରିକ ପକ୍ଷ ନେବା|

ଦାନ

“ବିନା ମୂଲ୍ୟରେ ଦାନ”

ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଗଲା

ଈଶ୍ୱର ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କଲେ (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)