Door43-Catalog_or_tn/ACT/10/42.md

1.2 KiB

(ପିତର କହିଆସୁଅଛନ୍ତି|)

ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ

ଈଶ୍ୱର ଆମ ସାକ୍ଷୀମାନଙ୍କୁ ବା ପ୍ରେରିତମାନଙ୍କୁ ଆଜ୍ଞା ଦେଲେ| ଏହି “ଆମ୍ଭମାନଙ୍କୁ” ରେ ପିତରଙ୍କ ଶ୍ରୋତାଗଣ ବହିର୍ଭୁକ୍ତ ଅଟନ୍ତି| (ଦେଖନ୍ତୁ: ବହିର୍ଭୁକ୍ତ)

ଈଶ୍ୱର ତାହାଙ୍କୁ ନିଯୁକ୍ତ କରିଅଛନ୍ତି

ଈଶ୍ୱର ଯୀଶୁଙ୍କୁ ନିଯୁକ୍ତ କରିଅଛନ୍ତି| (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଜୀବିତ ଓ ମୃତମାନଙ୍କ

ଯେଉଁ ଲୋକମାନେ ଏପର୍ଯ୍ୟନ୍ତ ଜୀବିତ ଓ ଯେଉଁ ଲୋକମାନେ ମୃତ୍ୟୁଭୋଗ କରିଅଛନ୍ତି|

ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି

ଏହା ସମସ୍ତ ଭାବବାଦୀ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି“