Door43-Catalog_or_tn/ACT/10/39.md

1.2 KiB

(ପିତର କହିଆସୁଅଛନ୍ତି|)

ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ

“ଆମ୍ଭେ ପ୍ରେରିତମାନେ ସେହି ସମସ୍ତର ସାକ୍ଷୀ”| “ଆମ୍ଭେମାନେ” ରେ ପିତର ଆପଣା ଶ୍ରୋତାଗଣଙ୍କୁ ବହିର୍ଭୁକ୍ତ କରନ୍ତି| (ଦେଖନ୍ତୁ: ବହିର୍ଭୁକ୍ତ)

ସେ ଯାହା ଯାହା କଲେ

“ଯୀଶୁ ଯାହା ଯାହା କଲେ”

ତାହାଙ୍କୁ ସେମାନେ ବଧ କଲେ

“ତାହାଙ୍କୁ ଯିହୁଦୀ ନେତାମାନେ ବଧ କଲେ”

ଏହି ମନୁଷ୍ୟ

“ଏହି ମନୁଷ୍ୟ ଯୀଶୁ”

ଈଶ୍ୱର ଉଠାଇଲେ

ଈଶ୍ୱର ଯୀଶୁଙ୍କୁ ପୁନର୍ଜୀବିତ କଲେ|

ପ୍ରତ୍ୟକ୍ଷ ହେବାକୁ ଦେଲେ...

ଈଶ୍ୱର ତାହାଙ୍କୁ ଅନୁମତି ଦେଲେ ପ୍ରକାଶିତ ହେବା ନିମନ୍ତେ ... ଆମ୍ଭମାନଙ୍କ ନିକଟରେ|