Door43-Catalog_or_tn/ACT/10/36.md

771 B

(ପିତର କହିଆସୁଅଛନ୍ତି)

ସେଥିର ବିବରଣ ଆପଣମାନେ ଜାଣନ୍ତି

“ସେହି ବାକ୍ୟ ଆପଣମାନେ ଜାଣନ୍ତି”

ଯିଏ ସମସ୍ତଙ୍କ ପ୍ରଭୁ ଅଟନ୍ତି

ଏହା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରେ, ଉଭୟ ଏବ୍ରୀ ଓ ଗ୍ରୀକ୍|

ଆପଣମାନେ

କର୍ଣ୍ଣୀଲିୟ ଓ ତାହାଙ୍କ ଅତିଥିମାନଙ୍କୁ(ବହୁ ବଚନ) ଦର୍ଶାଏ|

ବିବରଣ ଆପଣମାନେ ଜାଣନ୍ତି

“ସେ କରିଥିବା ସମସ୍ତ ବିଷୟ ଆପଣମାନେ ଜାଣନ୍ତି”