Door43-Catalog_or_tn/ACT/10/30.md

2.1 KiB

ଚାରି ଦିନ ପୂର୍ବେ

ବାଇବଲର ସଂସ୍କୃତିରେ ବର୍ତ୍ତମାନ ଦିନ ମଧ୍ୟ ଅନ୍ତର୍ଭୁକ୍ତ ଅଟେ| ବର୍ତ୍ତମାନର ପଶ୍ଚିମ ସଂସ୍କୃତିରେ, ଏହା ଏହିପରି, “ତିନି ଦିନ ପୂର୍ବେ” ହେବ.

ନବମ ପ୍ରହରରେ ପ୍ରାର୍ଥନା କରୁଥିଲି

ଯିହୁଦୀମାନେ ଅପରାହ୍ନ ସମୟରେ ଈଶ୍ୱରଙ୍କ ନିକଟରେ ନିୟମିତ ଭାବରେ ପ୍ରାର୍ଥନା କରୁଥିଲେ|

ଆପଣା ଗୃହରେ ପ୍ରାର୍ଥନା କରୁଥିଲି

କେତେକ ପ୍ରାଚୀନ ଅଧିକାରୀମାନେ କହନ୍ତି, “ଉପବାସ ଓ ପ୍ରାର୍ଥନା...”

ତୁମ୍ଭର ପ୍ରାର୍ଥନା

କେବଳ କର୍ଣ୍ଣୀଲିୟଙ୍କୁ ଦର୍ଶାଏ (ଏକ ବଚନ)|

ତୁମ୍ଭର ଦାନସବୁ ଈଶ୍ୱରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି

“ଈଶ୍ୱରଙ୍କ ଧ୍ୟାନରେ ଆଣିବାକୁ”

ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ

“ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଆପଣା ପାଖକୁ ଆସିବା ନିମନ୍ତେ କହନ୍ତୁ”

ଆପଣଙ୍କ ନିକଟକୁ ଲୋକ ପଠାଇଲି

“ଆପଣ” କେବଳ ପିତରଙ୍କୁ ଦର୍ଶାଏ (ଏକ ବଚନ)|

ଆମ୍ଭେମାନେ ସମସ୍ତେ ଉପସ୍ଥିତ ଅଛୁ

“ଆମ୍ଭେମାନେ” ପିତରଙ୍କ କଥା ଶୁଣିବା ନିମନ୍ତେ କର୍ଣ୍ଣୀଲିୟ ଆମନ୍ତ୍ରିତ କରିଥିବା ଅନେକ ଲୋକମାନଙ୍କୁ ଦର୍ଶାଏ କିନ୍ତୁ ପିତର ଅନ୍ତର୍ଭୁକ୍ତ ନୁହନ୍ତି| (ଦେଖନ୍ତୁ: ବହିର୍ଭୁକ୍ତ)