Door43-Catalog_or_tn/ACT/10/27.md

1.6 KiB

ତାଙ୍କ ସାଙ୍ଗରେ ଆଳାପ କରୁ କରୁ

କର୍ଣ୍ଣୀଲିୟଙ୍କ ସାଙ୍ଗରେ ଆଳାପ କରୁ କରୁ

ଦେଖିଲେ ଯେ ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି

“ଦେଖିଲେ ଅନେକ ବିଜାତି ଲୋକମାନେ ଏକତ୍ରିତ ହୋଇଅଛନ୍ତି”| ଏହା ସ୍ପଷ୍ଟ କରେ ଯେ ଯେଉଁ ଲୋକମାନଙ୍କୁ କର୍ଣ୍ଣୀଲିୟ ଆମନ୍ତ୍ରିତ କରିଥିଲେ ସେମାନେ ବିଜାତି ଥିଲେ| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ଏହା ଯିହୁଦୀ ଲୋକ ପକ୍ଷରେ ବିଧିସଙ୍ଗତ ନୁହେଁ

“ଏହା ଯିହୁଦୀ ଲୋକ ପକ୍ଷରେ ବାରଣ ଅଟେ”

ତାହା ଆପଣମାନେ ଜାଣନ୍ତି

କର୍ଣ୍ଣୀଲିୟ ଓ ଆମନ୍ତ୍ରିତ ଅତିଥିମାନଙ୍କୁ ପିତର ସମ୍ବୋଧନ କରୁଛନ୍ତି|

ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି|“

ଯଦିଓ ପିତର କର୍ଣ୍ଣୀଲିୟଙ୍କ ଆଡ଼େ ନିର୍ଦ୍ଦେଶ କରି ପ୍ରଶ୍ନ ପଚାରୁଥିଲେ, “ଆପଣମାନେ” ଉପସ୍ଥିତ ଥିବା ବିଜାତିମାନେ ଅନ୍ତର୍ଭୁକ୍ତ ଅଟନ୍ତି (ବହୁ ବଚନ)|