Door43-Catalog_or_tn/ACT/10/25.md

765 B

ତାହାଙ୍କ ଚରଣ ତଳେ ପଡ଼ି ପ୍ରଣାମ କଲେ

ଯେତେବେଳେ କର୍ଣ୍ଣୀଲିୟ ପିତରଙ୍କ ପାଦ ତଳେ ପ୍ରଣାମ କଲେ, ଏହା ଉପାସନା କରିବାର ଏକ କାର୍ଯ୍ୟ ଅଟେ(ୟୁଡିବୀ), କେବଳ ଆଦର କରିବାର ଏକ କାର୍ଯ୍ୟ ନୁହେଁ(ୟୁଏଲ୍‌ବି)|

“ଠିଆ ହୁଅ; ମୁଁ ମଧ୍ୟ କେବଳ ଜଣେ ମନୁଷ୍ୟ|”

ଏହା ଏକ ମୃଦୁ ଅନୁଯୋଗ ଥିଲା ବା ପିତରଙ୍କୁ ଉପାସନା ନ କରିବାକୁ କର୍ଣ୍ଣୀଲିୟଙ୍କୁ ସଂଶୋଧନ କରିବା ଥିଲା|