Door43-Catalog_or_tn/ACT/10/24.md

502 B

ସେମାନେ ଆସିଲେ

ପିତର, ଯୋଫାନିବାସୀ ଯେଉଁ ଲୋକମାନେ ପିତରଙ୍କ ସହିତ ଆସିଥିଲେ, ଓ କର୍ଣ୍ଣୀଲିୟଙ୍କ ଦାସମାନେ

ସେ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରିଥିଲେ|

“ସେ” ଓ “ଆପଣା” କର୍ଣ୍ଣୀଲିୟଙ୍କୁ ଦର୍ଶାଏ|