Door43-Catalog_or_tn/ACT/10/22.md

1.0 KiB

ସେମାନେ କହିଲେ

କର୍ଣ୍ଣୀଲିୟ ପଠାଇଥିବା ତିନି ବାର୍ତ୍ତାବହ ପିତରଙ୍କୁ କହିଲେ

କର୍ଣ୍ଣୀଲିୟ…ସମସ୍ତ ଯିହୂଦୀ ଜାତିଙ୍କ ନିକଟରେ ସୁଖ୍ୟାତିପ୍ରାପ୍ତ

ଅନେକ ଯିହୁଦୀ ଲୋକ କର୍ଣ୍ଣୀଲିୟ ବିଷୟରେ ଉତ୍ତମ କଥା କହୁଥିଲେ (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସମସ୍ତ ଯିହୁଦୀ ଜାତି

କର୍ଣ୍ଣୀଲିୟଙ୍କ ଭଲ ବ୍ୟବହାର ଅନେକ ଯିହୂଦୀ ଜାତି ନିକଟରେ ସୁଖ୍ୟାତି ପାଇବାର ଏହା ଏକ ଅତ୍ୟୁକ୍ତି ଅଟେ| (ଦେଖନ୍ତୁ: ଅତ୍ୟୁକ୍ତି)

ସେହି ଲୋକମାନେ ତାହାଙ୍କ ସହିତ ରହିଲେ|

“ତାହାଙ୍କ” ପିତରଙ୍କୁ ଦର୍ଶାଏ|