Door43-Catalog_or_tn/ACT/10/19.md

752 B

ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ

“ପିତର ସେହି ଦର୍ଶନ ବିଷୟ ଧ୍ୟାନ କରୁଥିବା ସମୟରେ|"

ଆତ୍ମା

“ପବିତ୍ର ଆତ୍ମା”

ଦେଖ, ତିନି ଜଣ ଲୋକ

“ସତର୍କ ହୁଅ...” କିମ୍ବା “ଉଠ...”

ତୁମ୍ଭେମାନେ ଯାହାକୁ ଖୋଜୁଅଛ ... ତୁମ୍ଭମାନଙ୍କ ଆସିବାର କାରଣ କଅଣ “ତୁମ୍ଭମାନଙ୍କ” କର୍ଣ୍ଣୀଲିୟ ଯେଉଁ ତିନି ଜଣଙ୍କୁ ପଠାଇଥିଲେ ସେମାନଙ୍କୁ ଦର୍ଶାଏ|