1.7 KiB
1.7 KiB
ପୁଣି ତାହାଙ୍କ ଉପରେ ଆପଣା ହସ୍ତ ରଖି
ହନନିୟ ଆପଣା ହସ୍ତ ଶାଉଲ ଉପରେ ରଖି|
ଯିଏ ତୁମ୍ଭକୁ ଦର୍ଶନ ଦେଲେ
“ତୁମ୍ଭକୁ” କେବଳ ଶାଉଲଙ୍କୁ ଦର୍ଶାଏ (ଏକ ବଚନ), ଯଦିଓ ଯାତ୍ରାରେ ଅନ୍ୟମାନେ ମଧ୍ୟ ଶାଉଲଙ୍କ ସହିତ ଥିଲେ|
ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୁଅ, ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି
ପ୍ରତ୍ୟକ୍ଷ ବାକ୍ୟାଂଶରେ ଏହିପରି ଅନୁବାଦ କରାଯାଇପାରେ, “ତୁମ୍ଭେ ଯେପରି ପୂନର୍ବାର ଦେଖିପାର ଓ ପବିତ୍ରଆତ୍ମା ତୁମ୍ଭକୁ ପରିପୂର୍ଣ୍ଣ କରିବେ, ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
କାତି ପରି କ'ଣ ଖସିପଡ଼ିଲା
“ମାଛ କାତି ପରି ଦେଖାଯାଉଥିବା କିଛି ଜିନିଷ ଖସିପଡ଼ିଲା”
ସେ ଉଠି ବାପ୍ତିଜିତ ହେଲେ
ଏହିପରି ଅନୁବାଦ କରାଯାଇପାରେ, “ସେ ଉଠିଲେ ଓ ହନନିୟ ତାହାଙ୍କୁ ବାପ୍ତିସ୍ମ ଦେଲେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)