Door43-Catalog_or_tn/ACT/10/13.md

1.2 KiB

ତାଙ୍କ ପ୍ରତି ଏହି ବାଣୀ ହେଲା

କହୁଥିବା ବ୍ୟକ୍ତିଙ୍କୁ ଉଲ୍ଲେଖ କରାଯାଇ ନାହିଁ| କିନ୍ତୁ ଏହା ଅନୁମାନ କରାଯାଇପାରେ ଯେ ଏହାର ଉତ୍ସ ଈଶ୍ୱରଙ୍କ ଠାରୁ ଥିଲା, ଶୟତାନ ଠାରୁ ନୁହେଁ|

ପ୍ରଭୋ

ପିତର ଏହି ଶବ୍ଦ ଆଦର ଦେବା ନିମନ୍ତେ ବ୍ୟବହାର କଲେ ଯାହା ଏହିପରି ଅନୁବାଦ କରାଯାଇପାରେ “ପ୍ରଭୁ” କିମ୍ବା “ଆଜ୍ଞା”

ମୁଁ କେବେ ହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଭୋଜନ କରିନାହିଁ|

ଏହା ସ୍ପଷ୍ଟ କରେ ଯେ ଯେଉଁ ପଶୁମାନଙ୍କୁ ଉପସ୍ଥାପନା କରାଗଲା ତାହା ଅଶୁଚି ଥିଲା ଯେପରି ମୋଶାଙ୍କ ବ୍ୟବସ୍ଥାରେ ଉଲ୍ଲେଖ କରାଯାଇଛି ଓ ତାହା ଖାଇବା ଉଚିତ୍ ନୁହେଁ| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)