Door43-Catalog_or_tn/ACT/10/09.md

1.2 KiB

ସେମାନଙ୍କ ଯାତ୍ରା ପଥରେ

କର୍ଣ୍ଣୀଲିୟଙ୍କ ଦୁଇ ଦାସ ଓ ଜଣେ ସୈନ୍ୟ କର୍ଣ୍ଣୀଲିୟଙ୍କ ଆଦେଶ ଅନୁସାରେ ଯାଫୋକୁ ସେମାନଙ୍କ ଯାତ୍ରା ପଥରେ|

ସେ ମୂର୍ଚ୍ଛିତ ହୋଇ ପଡ଼ିଲେ

ମୂର୍ଚ୍ଛିତ ହେଉଛି ମନର ବା ଅବସ୍ଥାର ସ୍ଥିତି ଯେଉଁଥିରେ ପିତର ଥିଲେ ଯେତେବେଳେ ସେ ଦର୍ଶନ ପାଉଥିଲେ|

ସେ ଦର୍ଶନ ପାଇ ଦେଖିଲେ ସ୍ୱର୍ଗ ଉନ୍ମୁକ୍ତ ହୋଇଅଛି

ଏହା ପିତରଙ୍କ ଦର୍ଶନର ଆରମ୍ଭ ଅଟେ|

ଯେପରି ଗୋଟିଏ ବଡ଼ ଚାଦର

ପଶୁମାନଙ୍କୁ ଧରିଥିବା ଏକ ପାତ୍ର ଯାହା ଏକ ବୃହତ୍ ଚାଦରରେ ଅବସ୍ଥିତ ଥିଲା|

ସେଥିରେ ସର୍ବ ପ୍ରକାର...ପ୍ରାଣୀ ଓ...ପକ୍ଷୀଗୁଡ଼ିକ...

ଏଥିରେ ଅନେକ ପ୍ରକାର ପ୍ରାଣୀଗୁଡ଼ିକ ଥିଲା|