Door43-Catalog_or_tn/ACT/10/07.md

690 B

ତାଙ୍କ ସାଙ୍ଗରେ କଥା କହୁଥିବା ଦୂତ ପ୍ରସ୍ଥାନ କଲା ଉତ୍ତାରେ

“କର୍ଣ୍ଣୀଲିୟଙ୍କ ଦର୍ଶନ ଶେଷ ହେଲା ଉତ୍ତାରେ”

ସେମାନଙ୍କୁ ଘଟିଥିବା ସମସ୍ତ କଥା ବୁଝାଇ

କର୍ଣ୍ଣୀଲିୟ ଆପଣା ଦର୍ଶନକୁ ଆପଣା ଦୁଇ ଦାସ ଓ ସୈନ୍ୟକୁ ବୁଝାଇ ଦେଲେ|

ସେମାନଙ୍କୁ ଯୋଫାକୁ ପଠାଇଲେ

ତାହାଙ୍କ ଦୁଇ ଦାସ ଓ ଜଣେ ସୈନ୍ୟକୁ ଯୋଫାକୁ ପଠାଇଲେ|