Door43-Catalog_or_tn/ACT/10/03.md

689 B

ନବମ ପ୍ରହରରେ

ଏହା ଯିହୁଦୀମାନଙ୍କ ନିମନ୍ତେ ଏକ ନିୟମିତ ପ୍ରାର୍ଥନା କରିବାର ସମୟ ଅଟେ|

ସେ ସ୍ପଷ୍ଟରୂପେ ଗୋଟିଏ ଦର୍ଶନ ପାଇଲେ

“କର୍ଣ୍ଣୀଲିୟ ସ୍ପଷ୍ଟରୂପେ ଗୋଟିଏ ଦର୍ଶନ ପାଇଲେ”

ଜଣେ ଚର୍ମକାରକ

ଯେଉଁ ବ୍ୟକ୍ତି ପଶୁ ଚମଡାରୁ ଚମଡା ନିର୍ମିତ ଦ୍ରବ୍ୟ ତିଆରି କରୁଥିଲେ|