Door43-Catalog_or_tn/ACT/10/01.md

1.7 KiB

ବର୍ତ୍ତମାନ ସେଠାରେ ଜଣେ ବ୍ୟକ୍ତି ଥିଲେ

ବିବରଣୀରେ ଏକ ନୂତନ ବ୍ୟକ୍ତିକୁ ପରିଚୟ କରିବାର ଶୈଳୀ ଅଟେ| ଏହି ଘଟଣାରେ ସେ କର୍ଣ୍ଣୀଲିୟ ଅଟନ୍ତି|

କର୍ଣ୍ଣୀଲିୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତସେନାପତି ଥିଲେ

“ତାହାଙ୍କ ନାମ କର୍ଣ୍ଣୀଲିୟ ଥିଲା, ସେ ରୋମୀ ସୈନ୍ୟବାହିନୀର ଇତାଲିକ ନାମକ ସୈନ୍ୟଦଳର ୧୦୦ ଜଣ ସୈନ୍ୟମାନଙ୍କ ଉପରେ ଅଧିକାରୀ ଥିଲେ|”

ସେ ଜଣେ ଭକ୍ତ ଥିଲେ, ଯିଏ ଈଶ୍ୱରଙ୍କୁ ଭୟ କରୁଥିଲେ

“ସେ ଈଶ୍ୱରଙ୍କୁ ବିଶ୍ୱାସ କରୁଥିଲେ ଓ ତାହାଙ୍କ ଜୀବନରେ ଈଶ୍ୱରଙ୍କୁ ଆଦର ଓ ଉପାସନା କରୁଥିଲେ”

ତାହାଙ୍କ ସପରିବାର ସହିତ

“ତାହାଙ୍କ ପରିବାରବର୍ଗର ସମସ୍ତ ସଦସ୍ୟଙ୍କ ସହିତ” (ଦେଖନ୍ତୁ ଲାକ୍ଷଣିକ ଶବ୍ଦ)

ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ

“...ଗରିବ ଲୋକମାନଙ୍କୁ|” ଏହା ଈଶ୍ୱରଙ୍କ ପ୍ରତି ତାହାଙ୍କ ଭୟଭକ୍ତିକୁ ସେ ପ୍ରକାଶ କରିବାର ଏକ ଶୈଳୀ ଥିଲା|