Door43-Catalog_or_tn/ACT/09/40.md

1.1 KiB

ସମସ୍ତଙ୍କୁ ବାହାର କରିଦେଇ

ଏହି ଘଟଣାରେ, ପିତର ସମସ୍ତଙ୍କୁ ବାହାର କରିଦେଲେ ଯେପରି ସେ ଏକୁଟିଆ ଟାବୀଥା ନିମନ୍ତେ ପ୍ରାର୍ଥନା କରି ପାରନ୍ତି|

ଏହି କଥା ସବୁଆଡ଼େ ଜଣାପଡ଼ିଲା

ପିତର ଟାବୀଥାକୁ ମୃତ୍ୟୁରୁ ଉଠାଇବା ଆଶ୍ଚର୍ଯ୍ୟକର୍ମର କଥା|

ପ୍ରଭୁଙ୍କଠାରେ ବିଶ୍ୱାସ କଲେ

ଏହା ଏକ ଲାକ୍ଷଣିକ ଶବ୍ଦ ଏହା ନିମନ୍ତେ “ପ୍ରଭୁ ଯୀଶୁଙ୍କ ସୁସମାଚାରଠାରେ ବିଶ୍ୱାସ କଲେ”| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ପିତର ଅନେକ ଦିନ ସେଠାରେ ବାସ କଲେ

“ଏହିପରି ହେଲା ପିତର ଅନେକ ଦିନ ସେଠାରେ ବାସ କଲେ” ସଂଯୋଗ କରୁଥିବା ଅଂଶ: