Door43-Catalog_or_tn/ACT/09/36.md

1.1 KiB

ବର୍ତ୍ତମାନ ଯୋଫାରେ

ଏହା ପିତରଙ୍କ ବିବରଣୀରେ ଏକ ନୂତନ ଘଟଣାର ପରିଚୟ କରାଏ|

ଟାବୀଥା, ଅନୁବାଦ କଲେ ଏହାର ଅର୍ଥ “ଦର୍କା”|

ଆରାମିକ ଭାଷାରେ ତାହାର ନାମ ଟାବୀଥା ଅଟେ ଓ ଗ୍ରୀକ୍ ଭାଷାରେ ତାହାର ନାମ ଦର୍କା ଅଟେ| ଏହି ଉଭୟ ନାମର ଅର୍ଥ ହେଉଛି “ଏକ କ୍ଷୁଦ୍ର କମନୀୟ କୃଷ୍ଣସାର ମୃଗ|”

ସେ ନାନା ସତ୍କର୍ମରେ ପରିପୂର୍ଣ୍ଣ ଥିଲେ

“ଅନେକ ଭଲ କାର୍ଯ୍ୟ କରୁଥିଲେ”

ସେହି ସମୟରେ ଏହିପରି ହେଲା

“ପିତର ଲୂଦରେ ଥିବା ସମୟରେ ଏହିପରି ହେଲା”| ଏହା ସ୍ପଷ୍ଟ ସୂଚନା ଅଟେ| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)