Door43-Catalog_or_tn/ACT/09/33.md

1.0 KiB

ସେ ସ୍ଥାନରେ ଜଣେ ଲୋକଙ୍କର ଦେଖା ପାଇଲେ

“ସେସ୍ଥାନରେ ପିତର ଜଣେ ଲୋକଙ୍କୁ ସାକ୍ଷାତ କଲେ|” ପିତର ଇଚ୍ଛା ପୂର୍ବକ ପକ୍ଷାଘାତ ରୋଗୀକୁ ଖୋଜୁ ନ ଥିଲେ କିନ୍ତୁ ହଠାତ୍ ତାହାଙ୍କ ସହିତ ଘଟିଲା|

ପକ୍ଷାଘାତ ରୋଗୀ

ଚାଲିବାକୁ ଅଯୋଗ୍ୟ, ସାଧାରଣତଃ ଅଣ୍ଟାରୁ ତଲକୁ ହଲ୍‌ଚଲ୍ ହୋଇ ପାରନ୍ତି ନାହିଁ|

ତୁମ୍ଭର ଶେଯ ସଜାଡ଼

“ତୁମ୍ଭର ଚଟେଇ ଗୁଡାଓ” (ୟୁଡିବୀ)

ପ୍ରତ୍ୟେକ ଜଣ ଯେଉଁମାନେ ବାସ କରୁଥିଲେ...

ଏହା ଏକ ଅତ୍ୟୁକ୍ତି ଅଟେ ଯାହା “ଅନେକ ଲୋକ ଯେଉଁମାନେ ବାସ କରୁଥିଲେ...” (ଦେଖନ୍ତୁ: ଅତ୍ୟୁକ୍ତି)