Door43-Catalog_or_tn/ACT/09/31.md

1.6 KiB

ବୃଦ୍ଧି ପାଇବାକୁ ଲାଗିଲେ

ଈଶ୍ୱର ସେମାନଙ୍କୁ ବୃଦ୍ଧି କଲେ

ପ୍ରଭୁଙ୍କର ଭୟରେ ଆଚରଣ କରି

“ପ୍ରଭୁଙ୍କୁ ସମ୍ମାନ ଦେଇ ଆସିଲେ”

ପବିତ୍ର ଆତ୍ମାଙ୍କ ସାହାଯ୍ୟରେ

“ପବିତ୍ର ଆତ୍ମା ସେମାନଙ୍କୁ ବଳବାନ କଲେ ଓ ଉତ୍ସାହ ଦେଲେ”

ସମସ୍ତ ଅଞ୍ଚଳ

ଏହା ଏକ ଅତ୍ୟୁକ୍ତି ଅଟେ ଯାହା, ପିତର ଯିହୁଦା, ଗାଲିଲୀ ଓ ଶମିରୋଣରେ ଥିବା ଅନେକ ବିଶ୍ୱାସୀମାନଙ୍କୁ ସାକ୍ଷାତ କଲେ| (ଦେଖନ୍ତୁ: ଅତ୍ୟୁକ୍ତି)

ସାଧୁମାନଙ୍କ

ଏହା ଏକ ଲାକ୍ଷଣିକ ଶବ୍ଦ ଅଟେ ସେହି ଲୋକମାନଙ୍କ ନିମନ୍ତେ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାର ବାର୍ତ୍ତାକୁ ବିଶ୍ୱାସ କଲେ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଲୂଦ

ଲୂଦ ଏକ ନଗର ଅଟେ ଯାହା ଯାଫୋର ଦକ୍ଷିଣପୂର୍ବରେ ପ୍ରାୟ ୧୮ କିଲୋମିଟରରେ ଅବସ୍ଥିତ| ଏହି ନଗର ପୁରାତନ ନିୟମରେ, ଓ ଆଧୁନିକ ଇସ୍ରାଏଲରେ ଲୋଦ୍ ନାମରେ ନାମିତ ଅଟେ|