Door43-Catalog_or_tn/ACT/09/28.md

1.3 KiB

ସେ ସେମାନଙ୍କ ସହିତ ରହି

“ଶାଉଲ ପ୍ରେରିତମାନଙ୍କ ସହିତ ରହି”

ଯୀଶୁ ଖ୍ରୀଷ୍ଟଙ୍କ ନାମରେ

ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାର ବିଷୟରେ ଏକ ଲାକ୍ଷଣିକ ବାକ୍ୟ ଅଟେ| (ଦେଖନ୍ତୁ: ଲାକ୍ଷଣିକ ବାକ୍ୟ)

ଗ୍ରୀକ୍ ଭାଷାବାଦୀ ଯିହୁଦୀମାନଙ୍କ ସହିତ ତର୍କବିତର୍କ କରୁଥିଲେ

ଗ୍ରୀକ୍ ଭାଷାବାଦୀ ଯିହୁଦୀମାନଙ୍କ ସହିତ ଶାଉଲ ଯୁକ୍ତିତର୍କ କରୁଥିଲେ|

କାଇସରିଆକୁ ଘେନିଯାଇ

ସେଠାରେ ଯିରୁଶାଲମ ଠାରୁ କାଇସରିଆକୁ ସମୁଦ୍ରପତନ ଠାରୁ ଉଚ୍ଚତାର ପରିବର୍ତ୍ତନ ଥିଲା| ତଥାପି ଏହା ସାଧାରଣ ଅଟେ ବ୍ୟକ୍ତ କରିବା ନିମନ୍ତେ ଯେ ଜଣେ ଉପରେ ଯିରୁଶାଲମକୁ ଯାଉଅଛି ଓ ମନ୍ଦିର ପର୍ଯ୍ୟନ୍ତ, ଆଉ ଯେତେବେଳେ ଯିରୁଶାଲମ ଠାରୁ ଫେରିବା ସମୟରେ ତଳକୁ ଯିବା|