Door43-Catalog_or_tn/ACT/09/26.md

1.2 KiB

ମାତ୍ର ସେମାନେ ସମସ୍ତେ ତାଙ୍କୁ ଭୟ କରୁଥିଲେ

“ସେମାନେ ସମସ୍ତେ” ଅନେକ ବା ଅଧିକାଂଶ ନିମନ୍ତେ ଏହା ଏକ ଅତ୍ୟୁକ୍ତି ଅଟେ| ଏହା ଏହିପରି ପୁନର୍ବାର ବ୍ୟକ୍ତ କରାଯାଇପାରେ “ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ”| (ୟୁଡିବୀ) (ଦେଖନ୍ତୁ: ଅତ୍ୟୁକ୍ତି)

କିନ୍ତୁ ବର୍ଣ୍ଣବ୍‌ବା ତାଙ୍କୁ ସଙ୍ଗରେ ଘେନିଯାଇ

“କିନ୍ତୁ ବର୍ଣ୍ଣବ୍‌ବା ଶାଉଲଙ୍କୁ ସଙ୍ଗରେ ଘେନିଯାଇ”

ଶାଉଲ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ

ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାର ବାର୍ତ୍ତାକୁ ଶାଉଲଙ୍କ ପ୍ରଚାର ବା ଶିକ୍ଷା ନିମନ୍ତେ ଏହା ଏକ ଲାକ୍ଷଣିକ ବାକ୍ୟ ଅଟେ ଯାହା| (ଦେଖନ୍ତୁ: ଲାକ୍ଷଣିକ ବାକ୍ୟ)