Door43-Catalog_or_tn/ACT/09/20.md

1.7 KiB

ସେ ଅବିଳମ୍ବରେ ପ୍ରଚାର କରିବାକୁ ଲାଗିଲେ

“ସେ” ଶାଉଲଙ୍କୁ ଦର୍ଶାଏ

ସେ ଈଶ୍ୱରଙ୍କ ପୁତ୍ର ବୋଲି ଘୋଷଣା କରିବାକୁ ଲାଗିଲେ

“ସେ” ଏଠାରେ ଯୀଶୁଙ୍କୁ ଦର୍ଶାଏ|

ଯେଉଁମାନେ ତାହାଙ୍କ କଥା ଶୁଣିଲେ

ଏହା ଏକ ଅତ୍ୟୁକ୍ତି ଅଟେ ଯାହା “ଅନେକେ ଯେଉଁମାନେ ଶୁଣିଲେ”| ଯଦି ଆପଣମାନେ ଅନ୍ୟପ୍ରକାରେ ବାହୁଲ୍ୟଭାବେ ବର୍ଣ୍ଣନା କରିବେ ତେବେ ଆପଣମାନଙ୍କ ପ୍ରକାର ବ୍ୟବହାର କରନ୍ତୁ| (ଦେଖନ୍ତୁ: ଅତ୍ୟୁକ୍ତି)

ଏହି ନାମ ଧରୁଥିବା ଲୋକମାନଙ୍କୁ ଯେ ଯିରୁଶାଲମରେ ଉଚ୍ଛିନ୍ନ କରୁଥିଲା, ଏ କି ସେହି ନୁହେଁ?

ଏହା ଏକ ପ୍ରଭାବିତ ଓ ନଃକାରାତ୍ମକ ପ୍ରଶ୍ନ ଅଟେ ଯାହା ବର୍ଣ୍ଣନା କରେ, ଶାଉଲ ବାସ୍ତବରେ ସେହି ଲୋକ ଯିଏ ବିଶ୍ୱାସୀମାନଙ୍କୁ ତାଡ଼ନା କରୁଥିଲା| ଏହା ଏହିପରି ବ୍ୟକ୍ତ କରାଯାଇପାରେ, “ଏ ସେହି ବ୍ୟକ୍ତି ଯିଏ ଯୀଶୁଙ୍କ ନାମ ଧରୁଥିବା ଲୋକମାନଙ୍କୁ ଯିରୁଶାଲମରେ ଉଚ୍ଛିନ୍ନ କରୁଥିଲା!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)