Door43-Catalog_or_tn/ACT/09/13.md

1.9 KiB

ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି

ଏହା ସୂଚିତ କରେ ଯେ ଏହି ସମୟ ବିନ୍ଦୁରେ ଯିହୁଦୀ ଲୋକମାନଙ୍କ ନିମନ୍ତେ ଶାଉଲଙ୍କ ପ୍ରାପ୍ତ ଶକ୍ତି ଓ କ୍ଷମତା ପରିସର ସୀମିତ ଥିଲା| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ସେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ

“ମନୋନୀତ ପାତ୍ର” ସେବା କରିବା ପାଇଁ ଅଲଗା କରିବା ନିମନ୍ତେ ଏହା ଏକ ବକ୍ତବ୍ୟ ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭର ସେବା କରିବା ନିମନ୍ତେ ଆମ୍ଭେ ତାହାକୁ ମନୋନୀତ କରିଅଛୁ”| (ଦେଖନ୍ତୁ: ଲକ୍ଷଣିକ ଶବ୍ଦ)

ଆମ୍ଭର ନାମ ବହନ କରିବା ନିମନ୍ତେ ଜଣେ

“ଆମ୍ଭର ନାମ ବହନ କରିବା ନିମନ୍ତେ” ଏହା ଏକ ଭାବଭଙ୍ଗୀ ଅଟେ ଯୀଶୁଙ୍କ ନିମନ୍ତେ କହିବାକୁ କିମ୍ବା ପରିଚୟ ଦେବାକୁ| ଏହା ଏହିପରି ଅନୁବାଦ କରାଯାଇପାରେ “ଏହିପରି ସେ ମୋ' ବିଷୟରେ କହିବ” (ୟୁଡିବୀ) (ଦେଖନ୍ତୁ: ଲକ୍ଷଣିକ ଶବ୍ଦ)

ଯେଣୁ ଆମ୍ଭର ନାମ ସକାଶେ

ଏହା ଏକ ବ୍ୟକ୍ତବ୍ୟ ଅଟେ ଏହା ନିମନ୍ତେ, “ମୋ' ବିଷୟରେ ଲୋକମାନଙ୍କୁ କହିବା ସକାଶେ|” (ଦେଖନ୍ତୁ: ଲକ୍ଷଣିକ ଶବ୍ଦ)