Door43-Catalog_or_tn/ACT/09/10.md

1.2 KiB

ବର୍ତ୍ତମାନ ସେଠାରେ

ଏହା ଏକ ନୂତନ ଚରିତ୍ରକୁ ପରିଚୟ କରିବା ସହିତ ବିବରଣରେ ଏକ ନୂତନ ଅଂଶର ଆରମ୍ଭ କରେ|

ହନନିୟ

ଯୀଶୁଙ୍କର ଜଣେ ଶିଷ୍ୟ ଯିଏ ଶାଉଲଙ୍କ ନିକଟକୁ ଯାଇ ଶାଉଲଙ୍କ ଉପରେ ଆପଣା ହସ୍ତ ଥୋଇ ତାହାଙ୍କୁ ସୁସ୍ଥ କରିବା ଦ୍ୱାରା ଈଶ୍ୱରଙ୍କ ଆଜ୍ଞା ପାଳନ କଲେ|

ଆଉ ସେ କହିଲେ...“

“ଆଉ ହନନିୟ କହିଲେ...”

ଯିହୁଦାର ଗୃହରେ

ଦମ୍ମେଶକରେ ଯିହୁଦା ସେହି ଗୃହର ମାଲିକ ଥିଲେ ଯେଉଁଠାରେ ହନନିୟ ରହିଥିଲେ| ଯଦ୍ୟପି ନୂତନ ନିୟମରେ ଅନେକ ଯିହୁଦା ବିଷୟରେ ଉଲ୍ଲେଖ ଅଛି, ଏହା କେବଳ ଥରେ ମାତ୍ର ତାହାଙ୍କୁ ଉଲ୍ଲେଖ କରାଯାଇଛି|

ତାର୍ଷର ନଗରରେ ଜଣେ ବ୍ୟକ୍ତି

“ତାର୍ଷ ନଗରରେ ଜଣେ ବ୍ୟକ୍ତି”