Door43-Catalog_or_tn/ACT/09/05.md

1.1 KiB
Raw Permalink Blame History

“ହେ ପ୍ରଭୁ ଆପଣ କିଏ?

“ପ୍ରଭୁ” ଅର୍ଥ ହୋଇପାରେ ୧) “ପ୍ରଭୁ” କିମ୍ବା ) “ମାଲିକ” କିମ୍ବା “ଆଜ୍ଞା”| ଶାଉଲ ଏପର୍ଯ୍ୟନ୍ତ ଜାଣିଲେ ନାହିଁ ଯେ ଯୀଶୁ ପ୍ରଭୁ ଅଟନ୍ତି|ଏହା ଏକ ସ୍ୱୀକାରକ୍ତିର ବିଷୟ ଅଟେ ଯେ, ସେ ଅତି ଅଲୌକିକ ଶକ୍ତିର ଉପସ୍ଥିତିରେ ଥିଲେ|

କିନ୍ତୁ ଉଠ, ନଗରରେ ପ୍ରବେଶ କର...

“ଉଠ ଓ ଦମ୍ମେସକ ନଗରରେ ପ୍ରବେଶ କର...”

ତାହା ତୁମ୍ଭକୁ କୁହାଯିବ

କେହିଜଣେ ତୁମ୍ଭକୁ କହିବ

ତୁମ୍ଭେ...ତୁମ୍ଭେ...ତୁମ୍ଭେ

ଏଗୁଡ଼ିକ ବହୁବଚନ ଅଟେ|

କିନ୍ତୁ କାହାରିକି ନ ଦେଖିବାରୁ

କେବଳ ଶାଉଲ ଏହି ଆଲୋକକୁ ଅନୁଭବ କଲେ|