Door43-Catalog_or_tn/ACT/09/03.md

1.6 KiB
Raw Permalink Blame History

(ମହାଯାଜକ ଶାଉଲଙ୍କୁ ପତ୍ର ଦେଲା ପରେ, ସେ ଦମ୍ମେସକ ଗଲେ)

ପରେ ସେ ଯାଉ ଯାଉ

ଶାଉଲ ଯିରୁଶାଲମ ପରିତ୍ୟାଗ କରି ବର୍ତ୍ତମାନ ଦମ୍ମେସକକୁ ଯାତ୍ରା କରୁଛନ୍ତି|

ଏହିପରି ହେଲା

ଏହା ବିବରଣୀରେ ପରିବର୍ତ୍ତନର ଏକ ଚିହ୍ନକୁ ବ୍ୟକ୍ତ କରେ ଯେ, କିଛି ଭିନ୍ନ ବିଷୟ ଘଟିବାକୁ ଯାଉଅଛି|

ଏକ ଆଲୋକ ଚମକି ଉଠିଲା...ସ୍ୱର୍ଗରୁ

ଆକାଶରୁ

ସେ ଭୂମିରେ ପଡ଼ିଗଲେ

ଏଥିରେ ଅନେକ ଅର୍ଥ ଅଛି ୧)“ଶାଉଲ ଆପଣାକୁ ଭୂମିରେ ପକାଇଦେଲେ” କିମ୍ବା ) “ଆଲୋକ କାରଣରୁ ସେ ଭୂମିରେ ପଡ଼ିଗଲେ” କିମ୍ବା ୩) “ଶାଉଲ ପଡିଗଲେ ଯେପରି କେହି ମୂର୍ଚ୍ଛିତ ହୋଇ ପଡ଼ିଯାଏ|” ଶାଉଲ ଆକସ୍ମିକ ଭାବରେ ପଡ଼ିଲେ ନାହିଁ|

ତୁମ୍ଭେ କାହିଁକି ଆମ୍ଭକୁ ତାଡ଼ନା କରୁଅଛ?

ଯୀଶୁ ପ୍ରଶ୍ନ ପ୍ରକାରେ ଶାଉଲଙ୍କୁ ଧମକ ଦେଉଅଛନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଆମ୍ଭକୁ ତାଡ଼ନା କରୁଅଛ!”| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)