Door43-Catalog_or_tn/ACT/09/01.md

2.1 KiB

କିନ୍ତୁ ଶାଉଲ

ଏହି ବିବରଣ ଫିଲିପ୍‌ପଙ୍କ ଠାରୁ ଶାଉଲଙ୍କ ଠାରେ ପରିବର୍ତ୍ତନ ହୁଏ| ଏଠାରେ: “ଇତିମଧ୍ୟରେ, ଶାଉଲ” (ୟୁଡିବୀ)

ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି

ଏହି ବିଶେଷ୍ୟ ଶବ୍ଦ “ପ୍ରାଣନାଶ” କୁ ଏହିପରି କ୍ରିୟାରେ ଅନୁବାଦ କରାଯାଇପାରେ: “ଏପର୍ଯ୍ୟନ୍ତ ସୁଦ୍ଧା ଭୟର ଓ ଶିଷ୍ୟମାନଙ୍କ ପ୍ରାଣନାଶର ମଧ୍ୟ କଥା କହି” (ଦେଖନ୍ତୁ: ଗୁଣବାଚକ ବିଶେଷ୍ୟ)

ତାଙ୍କଠାରୁ ପତ୍ର ମାଗିଲେ

“ମହାଯାଜକ ଠାରୁ ସାହାଯ୍ୟର ପତ୍ର ମାଗିଲେ”

ଯଦି ସେ ଦେଖା ପାଆନ୍ତି...ସେ ଆଣି ପାରନ୍ତି

ଏହି ଶବ୍ଦ ‘ସେ’ ଶାଉଲଙ୍କୁ ଦର୍ଶାଏ|

ଏହି ମାର୍ଗର ଯେକେହି

“ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷାକୁ ଅନୁସରଣ କଲେ”

ସେ ସେମାନଙ୍କୁ ଯେପରି ବାନ୍ଧି ଯିରୁଶାଲମକୁ ଆଣି ପାରନ୍ତି

“ଯେପରି ସେ ସେମାନଙ୍କୁ ବନ୍ଦୀ ରୂପେ ଯିରୁଶାଲମକୁ ନେଇଯାଇ ପାରନ୍ତି|” ଏହା ସଂଯୁକ୍ତ କରିବା ଦ୍ୱାରା ପାଉଲଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରାଯାଇପାରିବ “ଯେପରି ଯିହୁଦୀ ନେତାମାନେ ସେମାନଙ୍କ ବିଚାର କରି ସେମାନଙ୍କୁ ଦଣ୍ଡ ଦେଇ ପାରନ୍ତି” (ୟୁଡିବୀ). (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)