Door43-Catalog_or_tn/ACT/07/57.md

1.1 KiB

ଆପଣା ଆପଣା କର୍ଣ୍ଣ ରୁଦ୍ଧ କଲେ

ସେମାନେ ଆପଣା ଆପଣା କର୍ଣ୍ଣ ବନ୍ଦ କଲେ ଯେପରି ସେମାନେ ସ୍ତିଫାନ ଯାହା କହୁଛନ୍ତି ତାହା ଆଉ ଅଧିକ ଶୁଣି ନ ପାରନ୍ତି|

ସେମାନେ ତାହାଙ୍କୁ ନଗରରୁ ବାହାର କରି ଦେଲେ

“ମହାସଭାର ସଦସ୍ୟମାନେ ସ୍ତିଫାନଙ୍କୁ ହଠାତ୍ ଧରି ତାହାଙ୍କୁ ବଳପୂର୍ବକ ନଗରରୁ ବାହାରକୁ ନେଇଗଲେ”

ବାହ୍ୟ ବସ୍ତ୍ରସବୁ

ଏଗୁଡ଼ିକ ଆବରଣ ବା ଲମ୍ବା ଢିଲା ପୋଷାକ ଯାହା ଉଷ୍ମ ରହିବା ନିମନ୍ତେ ଶରୀର ବାହାରେ ପିନ୍ଧାଯାଏ, ଏକ ଜ୍ୟାକେଟ୍ ବା କୋଟ୍ ସଦୃଶ୍ୟ|

ପାଦ ପାଖରେ

“ସମ୍ମୁଖରେ ” ସେଗୁଡ଼ିକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ|