Door43-Catalog_or_tn/ACT/07/47.md

2.5 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ହସ୍ତନିର୍ମିତ

ଏହା ଏକ ଉପଲକ୍ଷ ଅଳଙ୍କାର ଅଟେ “ଲୋକମାନଙ୍କ ଦ୍ୱାରା ନିର୍ମିତ” ନିମନ୍ତେ| (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)

ସ୍ୱର୍ଗ ଆମ୍ଭର ସିଂହାସନ…ପୃଥିବୀ ଆମ୍ଭର ପାଦପୀଠ

ଭାବବାଦୀ ଈଶ୍ୱରଙ୍କ ଉପସ୍ଥିତିକୁ ଅଧିକ ବଡ଼ ଅଟେ ବୋଲି ତୁଳନା କରୁଛନ୍ତି ଯାହା ସମସ୍ତ ବ୍ରହ୍ମାଣ୍ଡ ତାହାଙ୍କ ସିଂହାସନ, ତେବେ ଏକ ମନୁଷ୍ୟ ନିମନ୍ତେ ଏହା କିପରି ସମ୍ଭବ, ଈଶ୍ୱରଙ୍କ ବିଶ୍ରାମ ନିମନ୍ତେ ଏକ ସ୍ଥାନ ଏହି ପୃଥିବୀରେ ନିର୍ମାଣ କରିବ କାରଣ ଏହି ସମ୍ପୂର୍ଣ୍ଣ ପୃଥିବୀ କିଛି ନୁହେଁ କିନ୍ତୁ ତାହାଙ୍କ ନିମନ୍ତେ କେବଳ ମାତ୍ର ଏକ ପାଦପିଠ ଅଟେ|

ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ? ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଏହା ନିମନ୍ତେ “ତୁମ୍ଭେମାନେ ଆମ୍ଭ ନିମନ୍ତେ ଏକ ପର୍ଯ୍ୟାପ୍ତ ଗୃହ ନିର୍ମାଣ କରି ପାରିବ ନାହିଁ!” (ଦେଖନ୍ତୁ ପ୍ରଭାବିତ ପ୍ରଶ୍ନ)

ଆମ୍ଭର ବିଶ୍ରାମସ୍ଥାନ କାହିଁ?

“ଆମ୍ଭ ନିମନ୍ତେ କୌଣସି ଭଲ ବିଶ୍ରାମ ସ୍ଥାନ ନାହିଁ!” (ଦେଖନ୍ତୁ ପ୍ରଭାବିତ ପ୍ରଶ୍ନ)

ଆମ୍ଭର ହସ୍ତ କଅଣ ଏହିସମସ୍ତ ବିଷୟ ସୃଷ୍ଟି କରିନାହିଁ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ “ଆମ୍ଭର ହସ୍ତ ଏହିସମସ୍ତ ବିଷୟ ସୃଷ୍ଟି କରିଅଛି!” ନିମନ୍ତେ| (ଦେଖନ୍ତୁ ପ୍ରଭାବିତ ପ୍ରଶ୍ନ)