Door43-Catalog_or_tn/ACT/07/44.md

1.5 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ସାକ୍ଷ୍ୟତମ୍ବୁ

ଏକ ତମ୍ବୁ ଯେଉଁଥିରେ ପ୍ରସ୍ତରରେ ଖୋଦିତ ୧୦ ଆଜ୍ଞା ଥିବା ଏକ ସିନ୍ଦୁକ (ଏକ ପେଡି) ରଖାଯାଏ|

ସେହି ଜାତିମାନଙ୍କ ଅଧିକାରରେ

ଏହା ଭୂମି, ଗୃହ, ଶସ୍ୟ, ପଶୁଗୁଡ଼ିକ ଓ ଜାତିମାନଙ୍କ ସମସ୍ତ ଅଧିକାର ଯାହା ଇସ୍ରାଏଲ ବିଜୟୀ ହୋଇଥିଲେ ଏହା ଅନ୍ତର୍ଭୁକ୍ତ ହୋଇପାରେ|

ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ

ତମ୍ବୁରେ ଏହି ସିନ୍ଦୁକ ଇସ୍ରାଏଲର ରାଜା ଦାଉଦଙ୍କ ସମୟ ଅନ୍ତର୍ଭୁକ୍ତ ଓ ପର୍ଯ୍ୟନ୍ତ ରଖିଲେ|

ଯାକୁବଙ୍କର ଈଶ୍ୱରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ

ସିନ୍ଦୁକ ଯିରୁଶାଲମରେ ରହୁ ବୋଲି ଦାଉଦ ଇଛା କରୁଥିଲେ, ଇସ୍ରାଏଲ ମଧ୍ୟରେ ତମ୍ବୁରେ ଲକ୍ଷ୍ୟଭ୍ରଷ୍ଟ ନ ହେଉ|