Door43-Catalog_or_tn/ACT/07/43.md

1.2 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ମୋଲଖର ତମ୍ବୁ

ଏହି ତମ୍ବୁ ମିଥ୍ୟା ଦେବତା ମୋଲଖର ଗୃହ|

ରମ୍ପା ଦେବତାର ନକ୍ଷତ୍ର

ନକ୍ଷତ୍ର ମିଥ୍ୟା ଦେବତା ରମ୍ପାର ଚିହ୍ନ ଅଟେ|

ପ୍ରତିମୂର୍ତ୍ତିଗୁଡ଼ିକ ଯାହା ତୁମ୍ଭେମାନେ ନିର୍ମାଣ କଲ

ସେମାନେ ମୋଲଖ ଦେବତା ଓ ରମ୍ପା ଦେବତାର ମୂର୍ତ୍ତିଗୁଡ଼ିକ ବା ପ୍ରତିମୂର୍ତ୍ତିଗୁଡ଼ିକ ନିର୍ମାଣ କଲେ ସେମାନଙ୍କୁ ଉପାସନା କରିବା ଉଦ୍ଦେଶ୍ୟରେ|

ଆମ୍ଭେ ତୁମ୍ଭମାନଙ୍କୁ ବାବିଲର ଆର ପାଖକୁ ନିର୍ବାସିତ କରିବା

“ଆମ୍ଭେ ତୁମ୍ଭମାନଙ୍କୁ ବାବିଲକୁ ସ୍ଥାନାନ୍ତର କରିବା