Door43-Catalog_or_tn/ACT/07/41.md

1.7 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ସେମାନେ ଏକ ଗୋବତ୍ସ ନିର୍ମାଣ କଲେ

“ସେମାନେ ଏକ ମୁର୍ତ୍ତି ନିର୍ମାଣ କଲେ ଯାହା ଏକ ଗୋବତ୍ସ ସଦୃଶ୍ୟ ଦେଖାଗଲା”

ଆକାଶବାହିନୀର ଉପାସନା କରିବା ନିମନ୍ତେ

“ଆକାଶସ୍ଥ ଜ୍ୟୋତିଃର୍ଗଣର ଉପାସନା କରିବା ନିମନ୍ତେ”

ହେ ଇସ୍ରାଏଲ ବଂଶ

ସମସ୍ତ ଇସ୍ରାଏଲ ଜାତି ନିମନ୍ତେ ଏହା ଏକ ଲାକ୍ଷଣିକ ଶବ୍ଦ ଅଟେ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ତୁମ୍ଭେମାନେ କି ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲା …

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯାହା ବ୍ୟକ୍ତ କରେ ଯେ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରି ନ ଥିଲେ| ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କଲ ନାହିଁ …” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)