Door43-Catalog_or_tn/ACT/07/33.md

1.4 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହୋଇଅଛ ତାହା ପବିତ୍ର ଭୂମି

ଏହି ସ୍ପଷ୍ଟ ତଥ୍ୟଟି ହେଲା ଯେଉଁଠାରେ ଇଶ୍ୱରଙ୍କ ଉପସ୍ଥିତି ଅଛି, ଇଶ୍ୱରଙ୍କ ଚାରିପାଖର ଭୂମିକୁ ଇଶ୍ୱରଙ୍କ ଦ୍ୱାରା ପବିତ୍ର ବିବେଚନା କରନ୍ତି କିମ୍ବା ପବିତ୍ର କରାଯାଏ| (ଦେଖନ୍ତୁ :ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା ତଥ୍ୟ)

ନିଶ୍ଚୟ ଦେଖିଅଛୁ

“ଦେଖିଅଛୁ” କୁ ଗୁରୁତ୍ୱ ଦେବା ନିମନ୍ତେ ଯୋଗ କରାଯାଇଛି|

ଆମ୍ଭର ଲୋକମାନେ

ଅବ୍ରହାମ, ଇସ୍‌ହାକ, ଯାକୁବଙ୍କ ବଂଶଧରମାନେ

ଆମ୍ଭେ ଅବତରଣ କରିଅଛୁ

ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ବ୍ୟକ୍ତିଗତ ଭାବେ ଦେଖିବାକୁ