Door43-Catalog_or_tn/ACT/07/31.md

1.3 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ସେ ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ

ମୋଶା ଆଶ୍ଚର୍ଯ୍ୟ ହେଲେ ଯେ ସେହି ବୁଦା ଅଗ୍ନିରେ ମଧ୍ୟ ଦଗ୍ଧ ହେଉନାହିଁ| ଏହି କଥା ସ୍ତିଫାନଙ୍କ ଶ୍ରତାଗଣ ପୂର୍ବରୁ ଜାଣିଥିଲେ|(ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ପୁଣି ଭଲରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ…କମ୍ପିଉଠି ଭଲରୂପେ ଦେଖିବାକୁ ସାହସ କଲେ ନାହିଁ

ଏହାର ଅର୍ଥ ହୋଇପାରେ ମୋଶା ପ୍ରଥମରେ ବୁଦା ଅନୁସନ୍ଧାନ କରିବାକୁ ନିକଟକୁ ଯାଇଥିବେ କିନ୍ତୁ ପରେ ଭୟରେ ପଛକୁ ଚାଲିଗଲେ|

କମ୍ପି ଉଠିଲେ

ମୋଶା ଭୟରେ କମ୍ପିଲେ|