Door43-Catalog_or_tn/ACT/07/29.md

1.3 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ଏହି କଥା ଶୁଣି

ଏହି ସୂଚିତ ତଥ୍ୟ, “ମୋଶା ଶୁଣିଲେ ଯେ ସେ ଗୋଟିଏ ଦିନ ପୂର୍ବେ ଏକ ମିସରୀୟକୁ ବଧ କରିବା କଥା ଇସ୍ରାଏଲୀୟ ଜାଣିଲେ|” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଦୁଇ ପୁତ୍ରଙ୍କ ପିତା ହେଲେ

ସ୍ତିଫାନଙ୍କ ଶ୍ରତାଗଣ ପୂର୍ବରୁ ଜାଣିଥିଲେ ଯେ “ମୋଶା ଏକ ମିଦିୟନିୟା ସ୍ତ୍ରୀକୁ ବିବାହ କଲେ”| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ଚାଳିଶ୍ ବର୍ଷ ପୂର୍ଣ୍ଣ ହୁଅନ୍ତେ

“ମୋଶା ମିସର ପରିତ୍ୟାଗ କଲା ପରେ ଯେବେ ଚାଳିଶ୍ ବର୍ଷ ପୂର୍ଣ୍ଣ ହେଲା”|(ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)