Door43-Catalog_or_tn/ACT/07/26.md

1.5 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ମହାଶୟମାନେ, ତୁମ୍ଭେମାନେ ପରସ୍ପର ଭାଇ

ଏହା ଲଢ଼େଇ କରୁଥିବା ଦୁଇ ଇସ୍ରାଏଲୀୟଙ୍କୁ ସମ୍ବୋଧନ ଅଟେ|

ଅନୁଚିତ୍ କରୁଥିଲା

କୌଣସି ବ୍ୟକ୍ତିକୁ ଅନୁଚିତ୍ କରିବା ହେଉଛି ସେହି ବ୍ୟକ୍ତି ପ୍ରତି ଅନ୍ୟାୟ ଭାବରେ ଓ ଅନାଦର ଭାବରେ ବ୍ୟବହାର କରିବା|

କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ଶାସନକର୍ତ୍ତା ଓ ବିଚାରକ ସ୍ୱରୁପେ ନିଯୁକ୍ତ କଲା?

ଏହି ପ୍ରଭାବିତ ପ୍ରଶ୍ନ ମୋଶାଙ୍କୁ ଧମକ ଦେବା ନିମନ୍ତେ ବ୍ୟବହାର କରାଗଲା| ଏହାର ଅର୍ଥ “ଆମ୍ଭମାନଙ୍କ ଉପରେ ତୁମ୍ଭର କୌଣସି ଅଧିକାର ନାହିଁ!” (ଦେଖାନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆମ୍ଭମାନଙ୍କ ଉପରେ ବିଚାରକର୍ତ୍ତା କଲା?

ଏହି ଇସ୍ରାଏଲୀୟ ମୋଶାଙ୍କୁ ସେମାନଙ୍କ ଠାରୁ ଅଲଗା କଲେ|