Door43-Catalog_or_tn/ACT/07/22.md

2.1 KiB
Raw Permalink Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ମୋଶା ଶିକ୍ଷିତ ହେଲେ “ମିସରୀୟମାନେ ମୋଶାଙ୍କୁ ଶିକ୍ଷା ଦେଲେ”| (ଦେଖାନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହେଲେ

ଏହା ଏକ ବାହୁଲ୍ୟ ଭାବେ ବର୍ଣ୍ଣନା ଅଟେ “ଅନେକ ବିଷୟ ଯାହା ମିସରୀୟମାନେ ଜାଣିଥିଲେ|” (ଦେଖାନ୍ତୁ: ଅତ୍ୟୁକ୍ତି)

ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ

“କାର୍ଯ୍ୟରେ ଓ କହିବାରେ ସିଦ୍ଧିକାରକ ହେଲେ”, କିମ୍ବା “ବାକ୍ୟରେ ଓ କାର୍ଯ୍ୟରେ ଶକ୍ତିଶାଳୀ ହେଲେ” (ୟୁଡିବୀ), କିମ୍ବା “ଯାହା ସେ କରିଲେ ଓ କହିଲେ ତାହା ପ୍ରଭାବ ପକାଇଲା”

ଆପଣା ଭାଇମାନଙ୍କୁ ସାକ୍ଷାତ କଲେ

ସେମାନଙ୍କ ଜୀବନ ଧାରଣର ଶୈଳୀ ଅନୁସନ୍ଧାନ କରିବାକୁ

ମିସରୀୟ ଲୋକକୁ ବଧ କରି

ମୋଶା ମିସରୀୟ ଲୋକକୁ ଏପରି ଆଘାତ କଲେ ଯେ ସେ ମୃତ୍ୟୁବରଣ କଲା|

ସେ ମନେ କରିଥିଲେ

ସେ ଅନୁମାନ କଲେ

ତାଙ୍କ ହସ୍ତ ଦ୍ୱାରା

ତାଙ୍କ ଦ୍ୱାରା

ସେମାନଙ୍କୁ ଉଦ୍ଧାର କରୁଅଛନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ, “ଠିକ୍ ତା'ପରେ ସେମାନଙ୍କୁ ଉଦ୍ଧାର କରୁଅଛନ୍ତି”